ଅର୍ଥ : ଯାହା ଠିକ୍ଠିକ୍ ଅର୍ଥରେ ପୂରା ହୁଏ ବା ଘଟିତ ହୁଏ(ଉକ୍ତି ବା କଥନ)
ଉଦାହରଣ :
ଲୋକମାନେ ତ ତାଙ୍କ ସାର୍ଥକ ଭବିଷ୍ୟତବାଣୀ ଉପରେ ମଧ୍ୟ ଆଶଙ୍କା ବ୍ୟକ୍ତ କରିଥିଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର ଅର୍ଥ ଅଛି
ଉଦାହରଣ :
ଆପଣଙ୍କ ଉକ୍ତି ସାର୍ଥକ
ସମକକ୍ଷ : ଅର୍ଥପୂର୍ଣ୍ଣ, ଅର୍ଥଯୁକ୍ତ
ଅନ୍ୟ ଭାଷାରେ ଅନୁବାଦ :
Having a meaning or purpose.
A meaningful explanation.