ଅର୍ଥ : ଯାହାଙ୍କ ପାଖରେ ସାଧନ ଅଛି ବା ସାଧନରେ ପରିପୂର୍ଣ୍ଣ
ଉଦାହରଣ :
ସାଧନ ସଂପନ୍ନ ବ୍ୟକ୍ତି ସମାଜ ବିକାଶରେ ସହାୟକ ହୋଇଥାନ୍ତି
ସମକକ୍ଷ : ସାଧନ ପୂର୍ଣ, ସାଧନ ଯୁକ୍ତ
ଅନ୍ୟ ଭାଷାରେ ଅନୁବାଦ :
जिसके पास साधन हो या साधन से संपन्न हो।
साधन संपन्न व्यक्ति समाज के विकास में सहायक होते हैं।Possessing material wealth.
Her father is extremely rich.