ଅର୍ଥ : ଅଳଂକୃତ କରିବା ବା ସଜେଇବା କ୍ରିୟା
ଉଦାହରଣ :
ରାଜକୁମାରଙ୍କ ରାଜ୍ୟାଭିଷେକ ଅବସରରେ ରାଜମହଲର ସାଜସଜ୍ଜା ଦେଖିବା ଯୋଗ୍ୟ ଥିଲା
ସମକକ୍ଷ : ସାଜ ସଜ୍ଜା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଆଡମ୍ବର ବା ସାଜସଜ୍ଜା ପାଇଁ ବ୍ୟବହୃତ କରାଯାଉଥିବା ବସ୍ତୁ
ଉଦାହରଣ :
ଦାମୀ ସଜ୍ଜାସାମଗ୍ରୀ ଦ୍ୱାରା ବଙ୍ଗଳାର ଶୋଭା ଆହୁରି ବଢ଼ିଯାଇଛି
ସମକକ୍ଷ : ସାଜସଜ୍ଜାସାମଗ୍ରୀ
ଅନ୍ୟ ଭାଷାରେ ଅନୁବାଦ :
ठाठ-बाट या सजावट के लिए उपयोग की जाने वाली वस्तुएँ।
बँगले की शोभा क़ीमती साज़ों से और भी बढ़ गई है।