ଅର୍ଥ : ଦୀପ ଆକାରର ମାତ୍ର ତା ଠାରୁ ବଡ଼ ମାଟିର ଏକ ପାତ୍ର
ଉଦାହରଣ :
ମାଧବିକା ମଙ୍ଗଳ କଳଶ ଉପର ସରାରେ ଧାନ ଭର୍ତ୍ତି କରି ରଖୁଛି
ଅନ୍ୟ ଭାଷାରେ ଅନୁବାଦ :
दीये के आकार का पर उससे बड़ा मिट्टी का एक बर्तन।
माधविका मंगल कलश के ऊपर परई में जौ भरकर रख रही है।
परइ,
परई,
परवा,
पारा