ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସରକାରୀ ସାକ୍ଷୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସରକାରୀ ସାକ୍ଷୀ   ବିଶେଷ୍ୟ

ଅର୍ଥ : ଅପରାଧୀମାନଙ୍କ ମଧ୍ୟରେ ଯେ ସରକାରଙ୍କ ପକ୍ଷରେ ମିଶିଯାଏ ଓ ତାର ସାକ୍ଷୀ ହୋଇ ଅନ୍ୟ ଅପରାଧୀଙ୍କ ଅପରାଧ ପ୍ରମାଣକରିବାରେ ସହାୟତା କରେ

ଉଦାହରଣ : ସରକାରୀ ସାକ୍ଷୀ ହେବାରୁ ତାର ଦଣ୍ଡ କମ୍‌ ହୋଇଗଲା


ଅନ୍ୟ ଭାଷାରେ ଅନୁବାଦ :

अपराधियों में से वह जो सरकार की ओर मिल गया हो और उसका साक्षी बनकर दूसरे अपराधियों का अपराध सिद्ध करने में उसे सहायता देता हो।

सरकारी गवाह बनने से उसकी सजा कम हो गयी।
परिसिद्दक, सरकारी गवाह