ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମ୍ମାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମ୍ମାନ   ବିଶେଷ୍ୟ

ଅର୍ଥ : ଏଭଳି କଥା କିମ୍ବା କାର୍ଯ୍ୟ ଯାହା ଅନ୍ୟମାନଙ୍କପାଇଁ କହିବା ଓ କରିବାଦ୍ୱାରା ତାକୁ ପ୍ରସନ୍ନତା ମିଳେ କିମ୍ବା ସମ୍ନାନିତ ହେବାର ଅବସ୍ଥା

ଉଦାହରଣ : ମା’-ବାପାଙ୍କୁ ସମ୍ମାନ କରିବା ଉଚିତ

ସମକକ୍ଷ : ଆଦର, ଖାତିର, ମର୍ଯ୍ୟାଦା, ମାନ୍ୟ, ସମାଦାର


ଅନ୍ୟ ଭାଷାରେ ଅନୁବାଦ :

किसी व्यक्ति की प्रतिष्ठा या सम्मान का वह पूज्य भाव जो दूसरों के मन में रहता है।

माता-पिता का सम्मान करना चाहिए।
अभिनंदन, अभिनन्दन, अभिमति, अर्हण, आदर, इकराम, इज़्ज़त, इज्जत, कदर, कद्र, क़दर, ख़ातिर, खातिर, मान, लिहाज, लिहाज़, सत्कार, सम्मान

An attitude of admiration or esteem.

She lost all respect for him.
esteem, regard, respect

ଅର୍ଥ : କାହାରି ପ୍ରତି ଆଦର ଭାବ ଦେଖାଇବାର କ୍ରିୟା

ଉଦାହରଣ : ଆମେ ସମସ୍ତଙ୍କୁ ଅଭିବାଦନ କରିବା ଉଚିତ

ସମକକ୍ଷ : ଅଭିବନ୍ଦନ, ଅଭିବାଦନ


ଅନ୍ୟ ଭାଷାରେ ଅନୁବାଦ :

किसी के प्रति आदर भाव दिखाने की क्रिया।

मुख्य अतिथि के अभिवादन के बाद कार्यक्रम शुरू हुआ।
अभिवंदन, अभिवंदना, अभिवन्दन, अभिवन्दना, अभिवाद, अभिवादन, आदाब, बंदगी, बन्दगी

An act of honor or courteous recognition.

A musical salute to the composer on his birthday.
salutation, salute

ଅର୍ଥ : ପ୍ରତିଷ୍ଠିତ ହେବାର ଅବସ୍ଥା ବା ଭାବ

ଉଦାହରଣ : ତାହାର ସମାଜରେ ବଡ଼ ପ୍ରତିଷ୍ଠା ଅଛି ଏହି ନିର୍ବାଚନ ମୋତେ ଯେ କୌଣସି ପ୍ରକାରେରେ ଜିତିବାକୁ ହେବ କାରଣ ଏହା ମୋର ମର୍ଯ୍ୟାଦାର ପ୍ରଶ୍ନ

ସମକକ୍ଷ : ଆଦର, ପ୍ରତିପତ୍ତି, ପ୍ରତିଷ୍ଠା, ମର୍ଯ୍ୟାଦା, ସ୍ଥିତି


ଅନ୍ୟ ଭାଷାରେ ଅନୁବାଦ :

प्रतिष्ठित होने की अवस्था या भाव।

उसकी समाज में बड़ी प्रतिष्ठा है।
यह चुनाव मुझे हर हालत में जीतना ही है क्योंकि मेरी नाक का सवाल है।
अस्मिता, आदर, आन-बान, आनबान, आबरू, इज़्ज़त, इज्जत, इफ़्तख़ार, इफ़्तिख़ार, इफ्तखार, इफ्तिखार, धाक, नाक, नाम, पत, पतपानी, पूछ, प्रतिष्ठा, मर्यादा, मान सम्मान, मान-सम्मान, रुतबा, लाज, सम्मान, साख

A high standing achieved through success or influence or wealth etc..

He wanted to achieve power and prestige.
prestige, prestigiousness

ଅର୍ଥ : ଉତ୍ତମ ପ୍ରତିଷ୍ଠା ବା ଇଜ୍ଜତ

ଉଦାହରଣ : ତାଙ୍କ ସମ୍ମାନରେ କୌଣସି ପ୍ରକାର ଆଞ୍ଚ ଆସିବା ଅନୁଚିତ

ସମକକ୍ଷ : ଖ୍ୟାତି, ମର୍ଯ୍ୟାଦା, ସୁନାମ


ଅନ୍ୟ ଭାଷାରେ ଅନୁବାଦ :

अच्छी प्रतिष्ठा या इज्जत।

उनकी सुप्रतिष्ठा पर किसी तरह आँच नहीं आनी चाहिए।
सुपत, सुप्रतिष्ठा

ଅର୍ଥ : କୌଣସି କାମପାଇଁ ଦିଆଯାଇଥିବା ସମ୍ମାନ ବା ବସ୍ତୁ ଇତ୍ୟାଦି

ଉଦାହରଣ : ସ୍ୱାଧୀନତା ଦିବସ ଅବସରରେ ପ୍ରତ୍ୟେକ ବିଦ୍ୟାଳୟରେ ପୁରସ୍କାର ବିତରଣ କରାଯାଏ

ସମକକ୍ଷ : ପୁରସ୍କାର


ଅନ୍ୟ ଭାଷାରେ ଅନୁବାଦ :

किसी काम के लिए सम्मानपूर्वक दिया जाने वाला धन या द्रव्य।

स्वतंत्रता दिवस के अवसर पर हर विद्यालय में पुरस्कारों का वितरण किया जाता है।
इकराम, इक़राम, इनाम, निष्क्रय, पारितोषिक, पुरस्कार

A tangible symbol signifying approval or distinction.

An award for bravery.
accolade, award, honor, honour, laurels

ଅର୍ଥ : ଆଦର ଓ ସମ୍ମାନ

ଉଦାହରଣ : ସେଠ୍‌ ମନୋହରଜୀ ସମସ୍ତଙ୍କ ଆଦର ସମ୍ମାନ କରନ୍ତି

ସମକକ୍ଷ : ଅଭ୍ୟର୍ଥନା, ଆଦର ସମ୍ମାନ, ଖାତିରି


ଅନ୍ୟ ଭାଷାରେ ଅନୁବାଦ :

A greeting or reception.

The proposal got a warm welcome.
welcome