ଅର୍ଥ : ଓଦା ମାଟିରେ ଆବୃତକରି ବନ୍ଦ କରାଯାଇଥିବା ବାସନ ଯେଉଁଥିରେ କୌଣସି ରସ ବା ଔଷଧର ଭସ୍ମ ପ୍ରସ୍ତୁତ କରାଯାଏ
ଉଦାହରଣ :
ବୈଦ୍ୟ ସଂପୁଟରୁ ଭସ୍ମ ବାହାର କରୁଛନ୍ତି
ସମକକ୍ଷ :
ସଂପୁଟ
ଅନ୍ୟ ଭାଷାରେ ଅନୁବାଦ :
गीली मिट्टी से लपेटकर बंद किया हुआ वह बरतन जिसमें कोई रस या औषधि का भस्म तैयार करते हैं।
वैद्य संपुट से भस्म निकाल रहा है।
संपुट,
सम्पुट