ଅର୍ଥ : କୌଣସି ବିଷୟରେ ଜ୍ଞାନ ବା ଗୁଣ ଆଦିର ବହୁତ ବଡ଼ ଗନ୍ତାଘର
ଉଦାହରଣ :
ସନ୍ଥ କବୀର ଜ୍ଞାନର ଭଣ୍ଡାର ଥିଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପୃଥିବୀର ଚାରିପାର୍ଶ୍ୱକୁ ଘେରିରହିଥିବା ଲୁଣାପାଣିର ବିଶାଳରାଶି
ଉଦାହରଣ :
ସମୁଦ୍ର ରତ୍ନର ଖଣି ବାନରସେନା ସହାୟତାରେ ରାମ ସମୁଦ୍ର ଉପରେ ସେତୁ ନିର୍ମାଣ କରିଥିଲେ
ସମକକ୍ଷ : ଜଳଧି, ପୟୋଧି, ପୟୋନିଧି, ରତ୍ନାକର, ସାଗର, ସିନ୍ଧୁ
ଅନ୍ୟ ଭାଷାରେ ଅନୁବାଦ :
खारे पानी की वह विशाल राशि जो चारों ओर से पृथ्वी के स्थल भाग से घिरी हुई हो।
समुद्र रत्नों की खान है।A division of an ocean or a large body of salt water partially enclosed by land.
sea