ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ଶୁଖିଲା ଓ ମୁରୁକୁଟା ନୁହେଁ
ଉଦାହରଣ : ଏହି ବଗିଚାର ସବୁ ଗଛ ହରିତ୍ ଦେଖାଯାଉଛନ୍ତି
ସମକକ୍ଷ : ଚିରଶ୍ୟାମଳ, ହରିତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो सूखा या मुरझाया न हो।
Still wet or moist.
ଅର୍ଥ : ଯାହା ସବୁଜ ବୃକ୍ଷଲତାରେ ପରିପୂର୍ଣ୍ଣ
ଉଦାହରଣ : ଜନସଂଖ୍ୟା ବଢ଼ିଚାଲିଲା ଏବଂ ଲୋକେ ସବୁଜ ଅରଣ୍ୟ କାଟିଚାଲିଲେ
ସମକକ୍ଷ : ଚିରହରିତ୍, ଶ୍ୟାମଳସବୁଜ
जो हरे पेड़-पौधों से भरा हुआ हो।
Characterized by abundance of verdure.
ଅର୍ଥ : ଯେଉଁଥିରେ ଜୀବନଶକ୍ତି ରହିଛି
ଉଦାହରଣ : ଜଳ ସିଞ୍ଚନ କଲେ ଗ୍ରୀଷ୍ମଦିନେ ବି ଗଛଲତା ସବୁଜ ରହେ
ସମକକ୍ଷ : ଶ୍ୟାମଳ
जो मुरझाया न हो या जिसमें जीवन शक्ति हो।
ଅର୍ଥ : ଯାହା ସବୁଜ ରଙ୍ଗର
ଉଦାହରଣ : ଗାର୍ଡ଼ ସବୁଜ ରଙ୍ଗର ପତାକା ଦେଖାଇବାପରେ ହିଁ ଗାଡ଼ି ଚାଲିଲା
ସମକକ୍ଷ : ଶାଗୁଆ, ହରିତ
ଅନ୍ୟ ଭାଷାରେ ଅନୁବାଦ :हिन्दी
जो हरे रंग का हो।
ସଂସ୍ଥାପନ କରନ୍ତୁ