ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସବୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସବୁ   ବିଶେଷଣ

ଅର୍ଥ : ଅନେକଙ୍କ ମଧ୍ୟରୁ ବା ଯେତେ ଅଛନ୍ତି ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ

ଉଦାହରଣ : ପ୍ରତ୍ୟେକ ବ୍ୟକ୍ତିର ପରୀକ୍ଷଣ କରାଯିବ

ସମକକ୍ଷ : ପ୍ରତ୍ୟେକ, ପ୍ରତ୍ୟେକ ଜଣ


ଅନ୍ୟ ଭାଷାରେ ଅନୁବାଦ :

बहुतों में से या जितना हो उन में से हर एक।

प्रत्येक व्यक्ति का परीक्षण किया जाएगा।
एक एक, एक-एक, प्रत्येक, सकल, सब, सभी, सारा, सारा का सारा, हर, हर एक, हरेक

(used of count nouns) each and all of the members of a group considered singly and without exception.

Every person is mortal.
Every party is welcome.
Had every hope of success.
Every chance of winning.
every

ଅର୍ଥ : ଯେତେ ଅଛି ସେ ସବୁ

ଉଦାହରଣ : ଏହି ଗାଁର ସର୍ବମୋଟ ଆବାଦୀ କେତେହେବ?ଦେଶର ସମସ୍ତେ ସ୍ୱର ଉଠାଇଲେ

ସମକକ୍ଷ : ପୂରା, ସଂପୂର୍ଣ୍ଣ, ସମସ୍ତ, ସର୍ବମୋଟ


ଅନ୍ୟ ଭାଷାରେ ଅନୁବାଦ :

जितना है वह सब।

इस गाँव की कुल आबादी कितनी होगी?
समूचे देश ने आवाज उठाई।
देश भर में खुशियाँ मनाई गईं।
अकत, अखिल, अवयवी, अशेष, कामिल, कुल, तमाम, निखिल, पूरा, पूरा का पूरा, पूर्ण, भर, मुसल्लम, विश्व, विश्वक, संपूर्ण, सकल, सब, समस्त, समूचा, सम्पूर्ण, सर्व, सारा