ଅର୍ଥ : ହିନ୍ଦୁମାନଙ୍କର ଚାରି ଆଶ୍ରମ ମଧ୍ୟରୁ ଶେଷଟି ଯେଉଁଥିରେ ତ୍ୟାଗୀ ଓ ବିରାଗୀ ହୋଇ ସବୁ କାମ ନିଷ୍କାମ ଭାବେ କରାଯାଏ
ଉଦାହରଣ :
ପ୍ରାଚୀନ କାଳରେ ଲୋକେ ବାନପ୍ରସ୍ଥପରେ ନିଜର ସବୁ ଦାୟିତ୍ୱ ପିଲାମାନଙ୍କ ଉପରେ ଛାଡ଼ିଦେଇ ସନ୍ୟାସ ଗ୍ରହଣ କରୁଥିଲେ
ସମକକ୍ଷ : ସନ୍ୟାସ
ଅନ୍ୟ ଭାଷାରେ ଅନୁବାଦ :
हिंदुओं के चार आश्रमों में से अंतिम,जिसमें त्यागी और विरक्त होकर सब कार्य निष्काम भाव से किए जाते हैं।
प्राचीन काल में लोग वानप्रस्थ के बाद अपनी ज़िम्मेदारी बच्चों को सौंप कर संन्यास ले लेते थे।