ଅର୍ଥ : ଦୁଇଟି ଅକ୍ଷର ପାଖାପାଖି ରହିବା କାରଣରୁ ସେ ଦୁଇଟିର ମିଶ୍ରଣଘଟି ବ୍ୟାକରଣରେ ଯେଉଁ ବିକାର ହୁଏ
ଉଦାହରଣ :
ରମା ଏବଂ ଈଶରେ ସନ୍ଧି ଯୋଗୁଁ ରମେଶ ହୁଏ
ଅନ୍ୟ ଭାଷାରେ ଅନୁବାଦ :
The articulatory process whereby the pronunciation of a word or morpheme changes when it is followed immediately by another (especially in fluent speech).
sandhi