ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସତ୍କାର କୃତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସତ୍କାର କୃତ   ବିଶେଷଣ

ଅର୍ଥ : ଯାହାଙ୍କର ସତ୍କାର କରାଯାଇଛି

ଉଦାହରଣ : ସତ୍‌କୃତ ସନ୍ଥମାନଙ୍କୁ ଉପହାର ଦେବା ପରେ ବିଦାୟ ଦିଆଗଲା

ସମକକ୍ଷ : ଆଦୃତ, ସତ୍‌କୃତ


ଅନ୍ୟ ଭାଷାରେ ଅନୁବାଦ :

जिसका सत्कार किया गया हो।

सत्कृत संतों को उपहार देने के बाद विदा किया गया।
आदृत, सत्कार कृत, सत्कृत