ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ମିଥ୍ୟାବାଦୀ ନୁହେଁ
ଉଦାହରଣ : ସେ ଜଣେ ସଚ୍ଚା ଦେଶଭକ୍ତ
ସମକକ୍ଷ : ଅସଲି
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो झूठा या बनावटी न हो।
Expressing or given to expressing the truth.
ଅର୍ଥ : ଚିତ୍ତରେ ସଦବୃତ୍ତି ବା ଭଲ ଅଭିପ୍ରାୟ ରଖିବା ଲୋକ, ଚୋରି ବା ଛଳ କପଟ ନକରିବା ଲୋକ
ଉଦାହରଣ : ଧାର୍ମିକ ବ୍ୟକ୍ତି ସମ୍ମାନର ପାତ୍ର
ସମକକ୍ଷ : ଛଳନାହୀନ, ଧାର୍ମିକ, ନିଷ୍କପଟ, ସଚ୍ଚୋଟ, ସତ୍ୟବଦୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
चित्त में सद्वृत्ति या अच्छी नीयत रखने वाला, चोरी या छल-कपट न करने वाला।
ଅର୍ଥ : ଯାହା ସାଧୁତା, ନିଷ୍ପକ୍ଷତା, ନ୍ୟାୟ ଆଦିର ଆଧାରରେ ହୋଇଥାଏ
ଉଦାହରଣ : ଆମେ ବିଶୁଦ୍ଧ ବ୍ୟବସାୟ କରିବା ଉଚିତ
ସମକକ୍ଷ : ବିଶୁଦ୍ଧ, ସଚୋଟ
* जो ईमानदारी, निष्पक्षता, न्याय आदि के आधार पर हो।
Characterized by honesty and fairness.
ସଂସ୍ଥାପନ କରନ୍ତୁ