ଅର୍ଥ : ଥଣ୍ଡାକାରଣରୁ (ଫସଲର) ଠିକରୂପେ ବିକଶିତ ନହେବା
ଉଦାହରଣ :
ଅଧିକ ଥଣ୍ଡା କାରଣରୁ ଫସଲ ସାଙ୍କୁଡ଼ିଯାଇଛି
ସମକକ୍ଷ : ବଙ୍କାହେବା, ମୋଡ଼ି ହେବା, ଲୋଚାକୋଚା ହେବା, ସାଙ୍କୁଡ଼ିଯିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଉପର ଆଡ଼କୁ ସଙ୍କୁଚିତ ହେବା
ଉଦାହରଣ :
ଥରେ ଧୋଇବାପରେ ହିଁ ଏହି ସ୍ୱେଟର୍ ଜାକି ହୋଇଗଲା
ସମକକ୍ଷ : ଜାକିହେବା
ଅନ୍ୟ ଭାଷାରେ ଅନୁବାଦ :