ଅର୍ଥ : ସାହିତ୍ୟ, ବିଜ୍ଞାନ, କଳାଆଦିର ଉନ୍ନତି ନିମନ୍ତେ ସ୍ଥାପିତ ସମାଜ
ଉଦାହରଣ :
ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ ଶିକ୍ଷା କ୍ଷେତ୍ରରେ ବିଶ୍ୱବିଖ୍ୟାତ
ସମକକ୍ଷ : ଅଧିଷ୍ଠାନ, ଇନଷ୍ଟିଚ୍ୟୁଟ୍, ସଂସ୍ଥା
ଅନ୍ୟ ଭାଷାରେ ଅନୁବାଦ :
साहित्य, विज्ञान, कला आदि की उन्नति के लिये स्थापित समाज।
भारतीय प्रौद्योगिकी संस्थान शिक्षा के मामले में विश्व विख्यात हैं।An association organized to promote art or science or education.
institute