ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ସଂଦେହ କରେ
ଉଦାହରଣ : ସଂଶୟୀ ବ୍ୟକ୍ତି ସନ୍ଦେହୀ ନଜରରେ ସମସ୍ତଙ୍କୁ ଦେଖୁଥିଲା
ସମକକ୍ଷ : ଶଙ୍କିତ, ସଂଦେହୀ, ସଂଶୟକାରୀ, ସନ୍ଦେହୀ, ସଶଙ୍କିତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसे संदेह हुआ हो।
Experiencing a sudden sense of danger.
ଅର୍ଥ : ଯିଏ ସହଜରେ କୌଣସି ବ୍ୟକ୍ତି ବା କଥା ବିଶ୍ୱାସ କରେ ନାହିଁ
ଉଦାହରଣ : ମାନସୀ ତାର ସଂଶୟୀ ସ୍ୱାମୀ ପାଇଁ ବହୁତ ଚିନ୍ତିତ
ସମକକ୍ଷ : ଅପ୍ରତ୍ୟୟୀ, ସନ୍ଦେହୀ
जो सहज में किसी व्यक्ति या बात आदि का विश्वास न करता हो।
Openly distrustful and unwilling to confide.
ସଂସ୍ଥାପନ କରନ୍ତୁ