ଅର୍ଥ : ଜଟିଳ ଓ ସମ୍ବନ୍ଧିତ ଅଂଶଗୁଡ଼ିକ ମିଶି ସୃଷ୍ଟି ହେଉଥିବା ଏକ ବୈଚାରିକ ସମ୍ପୂର୍ଣ୍ଣତା
ଉଦାହରଣ :
ଭବନ, ସଡ଼କ ଆଦିର ସଂଯୋଜନଦ୍ୱାରା ଏକ ନୂଆ ସହର ସୃଷ୍ଟିହେଲା
ସମକକ୍ଷ :
ସଂମିଶ୍ରଣ
ଅନ୍ୟ ଭାଷାରେ ଅନୁବାଦ :
* एक वैचारिक संपूर्णता जो जटिल और संबंधित भागों से मिलकर बनती है।
भवनों, सड़कों आदि के संयोजन से एक नया शहर बन गया।
संयोजन
A conceptual whole made up of complicated and related parts.
The complex of shopping malls, houses, and roads created a new town.
complex,
composite