ଅର୍ଥ : ରକ୍ତରେ ମିଳୁଥିବା ଏକପ୍ରକାର ଧଳା ରଙ୍ଗର କଣିକା
ଉଦାହରଣ :
ଶରୀରର କୌଣସି ଅଂଶ କଟିଗଲେ ଶ୍ୱେତ ରକ୍ତ କଣିକା ଜମାଟ ହୋଇ ରକ୍ତ ବୋହିବା ବନ୍ଦ କରିଦିଏ
ସମକକ୍ଷ : ଶ୍ୱେତ ରୁଧିର କଣିକା
ଅନ୍ୟ ଭାଷାରେ ଅନୁବାଦ :
रक्त में पायी जाने वाली एक श्वेत रंग की कणिका।
शरीर में कहीं कट जाने पर श्वेत रक्त कणिकाएँ जमा होकर रक्त का बहना बंद कर देती हैं।Blood cells that engulf and digest bacteria and fungi. An important part of the body's defense system.
leucocyte, leukocyte, wbc, white blood cell, white blood corpuscle, white cell, white corpuscle