ଅର୍ଥ : କୌଣସି ଗବେଷଣା ଅବସରରେ ଲେଖାଯାଇଥିବା ଲେଖା
ଉଦାହରଣ :
ମୀନା ତାର ଗବେଷଣା-ସନ୍ଦର୍ଭ ଦାଖଲ କରିବାପାଇଁ ବିଶ୍ବବିଦ୍ୟାଳୟ ଯାଇଛି
ସମକକ୍ଷ : ଗବେଷଣା-ସନ୍ଦର୍ଭ, ଶୋଧ-ପ୍ରବଂଧ
ଅନ୍ୟ ଭାଷାରେ ଅନୁବାଦ :
किसी शोध कार्य पर लिखा गया लेखन।
मीना अपना शोध-प्रबंध जमा करने विश्वविद्यालय गई है।A treatise advancing a new point of view resulting from research. Usually a requirement for an advanced academic degree.
dissertation, thesis