ଅର୍ଥ : ଏକ ନେତ୍ରରୋଗ
ଉଦାହରଣ :
ଶୋଣିତାର୍ଶ ରୋଗରେ ଆଖିପତାରେ କୋମଳ ଓ ଲାଲ ରଙ୍ଗର ମାଂସ ବୃଦ୍ଧି ହୁଏ
ସମକକ୍ଷ : ଶୋଣିତାର୍ଶ ରୋଗ
ଅନ୍ୟ ଭାଷାରେ ଅନୁବାଦ :
एक नेत्ररोग।
शोणितार्श में पलकों की कोर पर कोमल और लाल रंग का मांस का अंकुर उत्पन्न हो जाता है।