ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୁଭକାମନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୁଭକାମନା   ବିଶେଷ୍ୟ

ଅର୍ଥ : କାହାରିପାଇଁ କରାଯାଉଥିବା ଭଲ କାମନା

ଉଦାହରଣ : ମା ବାପାଙ୍କ ହୃଦୟରେ ପିଲାଙ୍କପାଇଁ ସର୍ବଦା ଶୁଭକାମନା ଥାଏ

ସମକକ୍ଷ : ଶୁଭେଚ୍ଛା


ଅନ୍ୟ ଭାଷାରେ ଅନୁବାଦ :

किसी के लिए की जाने वाली अच्छी कामना।

माता-पिता के हृदय में बच्चों के लिए सदा शुभकामनाएँ ही होती हैं।
शुभ कामना, शुभकामना

(usually plural) a polite expression of desire for someone's welfare.

Give him my kind regards.
My best wishes.
compliments, regard, wish

ଅର୍ଥ : କାହାର ଶୁଭକଥା ବା ମଙ୍ଗଳ କାମରେ ଶୁଭ ମନାସିବା ବ ଆନନ୍ଦ ପ୍ରକାଶ କରୁଥିବା କଥା

ଉଦାହରଣ : ଅଯୋଧ୍ୟାରେ ରାମ ଜନ୍ମ ଅବସରରେ ସମସ୍ତେ ରାଜା ରାଣୀଙ୍କୁ ଅଭିନନ୍ଦନ ଜଣେଇଲେ

ସମକକ୍ଷ : ଅଭିନନ୍ଦନ, ବଧେଇ, ମଙ୍ଗଳକାମନା


ଅନ୍ୟ ଭାଷାରେ ଅନୁବାଦ :

किसी के यहाँ कोई शुभ बात या काम होने पर अच्छी कामना और आनंद प्रकट करनेवाली बातें।

अयोध्या में राम-जन्म पर सभी लोग राजा और रानी को बधाई दे रहे थे।
प्रतिनंदन, प्रतिनन्दन, बधाई, मंगल कामना, मुबारकबाद, शुभ कामना, शुभकामना

(usually plural) an expression of pleasure at the success or good fortune of another.

I sent them my sincere congratulations on their marriage.
congratulation, felicitation