ଅର୍ଥ : ପୁରୁଷ ଜୀବଜନ୍ତୁଙ୍କ ଭିତରେ ନର ବୀର୍ଯ୍ୟରେ ମିଳୁଥିବା ସେହି ଜୀବାଣୁ ଯାହାର ଡିମ୍ବ ସହିତ ସଂଯୋଗ ନୂଆ ଜୀବ ଉତ୍ପତ୍ତିର କାରଣ ହୋଇଥାଏ
ଉଦାହରଣ :
ପୁରୁଷ ବୀର୍ଯ୍ୟରେ ଶୁକ୍ରାଣୁ ମିଳିଥାଏ
ସମକକ୍ଷ : ବୀଜାଣୁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଶରୀରର ସେହି ଧାତୁ ଯାହାଦ୍ୱାରା ତାହାର ବଳ, ତେଜ ଓ କାନ୍ତି ଆସେ ଏବଂ ସନ୍ତାନ ଉତ୍ପନ୍ନ ହୁଏ
ଉଦାହରଣ :
ସେ ବୀର୍ଯ୍ୟ ସମ୍ବନ୍ଧୀ ରୋଗରେ ପୀଡ଼ିତ
ଅନ୍ୟ ଭାଷାରେ ଅନୁବାଦ :