ଅର୍ଥ : ମଣିଷର କଥାକୁ ନକଲ କରୁଥିବା, ବିଶେଷକରି ଶାଗୁଆ ରଙ୍ଗର ଗୋଟିଏ ପକ୍ଷୀ ଯାହାକୁ ଲୋକମାନେ ଘରେ ପାଳନ କରନ୍ତି
ଉଦାହରଣ :
ପିଞ୍ଜରାରେ ବସିଥିବା ଶୁଆ ରାମ ରାମ କହୁଅଛି
ସମକକ୍ଷ : ବକ୍ରନକ୍ର, ରକ୍ତଚଞ୍ଚୁ, ଶୁକ
ଅନ୍ୟ ଭାଷାରେ ଅନୁବାଦ :
Usually brightly colored zygodactyl tropical birds with short hooked beaks and the ability to mimic sounds.
parrot