ଅର୍ଥ : ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଜଣେ ପ୍ରମୁଖ କ୍ରାନ୍ତିକାରୀ
ଉଦାହରଣ :
ଶିବରାମ ହରି ରାଜଗୁରୁଙ୍କୁ ଭଗତ ସିଂହ ଏବଂ ସୁଖଦେବଙ୍କ ସହିତ ୧୯୩୧ ମାର୍ଚ୍ଚ୨୩ ତାରିଖରେ ଫାଶୀରେ ଝୁଲାଇ ଦିଆଯାଇଥିଲା
ସମକକ୍ଷ : ରାଜଗୁରୁ
ଅନ୍ୟ ଭାଷାରେ ଅନୁବାଦ :
भारतीय स्वतंत्रता संग्राम के एक प्रमुख क्रांतिकारी।
राजगुरु को भगत सिंह और सुखदेव के साथ २३ मार्च १९३१ को फाँसी पर लटका दिया गया था।