ଅର୍ଥ : ମଝିଲା ଆକାରର ଏକ ବୃକ୍ଷ ଯେଉଁଥିରେ ଛୋଟ ସୁଗନ୍ଧିତ ଫୁଲଫୁଟେ
ଉଦାହରଣ :
ଗଙ୍ଗଶିଉଳି ଫୁଲ ଫୁଟିଲାପରେ ମାଟିଉପରେ ଖସିପଡ଼େ
ସମକକ୍ଷ : ଗଙ୍ଗଶିଉଳି, ଶିଫାଳିକା, ଶେଫାଳି, ଶେଫାଳିକା
ଅନ୍ୟ ଭାଷାରେ ଅନୁବାଦ :
A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.
tree