ଅର୍ଥ : ଯେଉଁଠି ଗଛପତ୍ର ନ ଥାଏ
ଉଦାହରଣ :
କ୍ରମାଗତ ଭାବେ କେତେ ବର୍ଷ ଧରି ବର୍ଷା ନହେବାରୁ ଏହି ଜାଗା ବୃକ୍ଷଲତା ହୀନ ହୋଇଯାଇଛି
ସମକକ୍ଷ : ବନସ୍ପତିହୀନ, ବୃକ୍ଷହୀନ, ସବୁଜିମାହୀନ
ଅନ୍ୟ ଭାଷାରେ ଅନୁବାଦ :
जहाँ वनस्पति न हो (क्षेत्र)।
लगातर कई सालों तक बारिश न होने से यह क्षेत्र उजाड़ हो गया है।