ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶବ ବ୍ୟବଚ୍ଛେଦ ଗୃହ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଯେଉଁ ସ୍ଥାନରେ ଆକସ୍ମିକ ଦୁର୍ଘଟଣାଯୋଗୁଁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବକୁ ଚିରି ମୃତ୍ୟୁର କାରଣ ବିଷୟରେ ତଥ୍ୟ ସଂଗ୍ରହ କରାଯାଏ

ଉଦାହରଣ : ପୋଲିସ ମୃତ ବ୍ୟକ୍ତିର ଶବକୁ ପରୀକ୍ଷଣପାଇଁ ଶବବ୍ୟବଚ୍ଛେଦ ଗୃହକୁ ପଠାଇଛି


ଅନ୍ୟ ଭାଷାରେ ଅନୁବାଦ :

वह स्थान जहाँ पर आकस्मिक दुर्घटनाओं से मरने वालों के शव को चीर-फाड़कर मृत्यु के कारणों का पता लगाया जाता है।

पुलिस ने मृतक की लाश को शव-परीक्षण के लिए चीरघर भिजवा दिया है।
चीर घर, चीर-घर, चीरघर