ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୋକସେବା ଆୟୋଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୋକସେବା ଆୟୋଗ   ବିଶେଷ୍ୟ

ଅର୍ଥ : ରାଜ୍ୟଦ୍ୱାରା ନିଯୁକ୍ତ କିଛି ବ୍ୟକ୍ତିଙ୍କର ଯେଉଁ ଆୟୋଗ ବା ସମିତିର ଦାୟିତ୍ୱ ଲୋକସେବା ସମ୍ବନ୍ଧୀୟ ପଦରେ ନିଯୁକ୍ତ କରିବାପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନ ନିମନ୍ତେ ଥାଏ

ଉଦାହରଣ : ଲୋକସେବା ଆୟୋଗ ଲୋକଙ୍କ ଲୋକସେବା ପାଇଁ ନିଯୁକ୍ତ କରିବା ପୂର୍ବରୁ ସେମାନଙ୍କର ଲିଖିତ ଓ ମୌଖିକ ପରୀକ୍ଷା କରେ


ଅନ୍ୟ ଭାଷାରେ ଅନୁବାଦ :

राज्य द्वारा नियुक्त कुछ व्यक्तियों का वह आयोग या समिति जिसके जिम्मे लोकसेवा संबंधी पदों पर नियुक्त करने के लिए प्रार्थियों में से उपयुक्त व्यक्ति चुनने का काम होता है।

लोकसेवा आयोग लोगों को लोकसेवा के लिए नियुक्त करने से पहले उनकी लिखित और मौखिक परिक्षाएंॅ लेता है।
लोक सेवा आयोग, लोकसेवा आयोग

Employment within a government system (especially in the civil service).

public service