ଅର୍ଥ : କୌଣସି ପ୍ରକାରର ଲାଭରେ ଆଶାରଖିଥିବା ବ୍ୟକ୍ତି
ଉଦାହରଣ :
ଖରଦିଦାର ସର୍ବଦା ଲାଭାର୍ଥୀ ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାଙ୍କ କୌଣସି କଥାରେ ବା ବ୍ୟବସ୍ଥାରେ ଯେ କୌଣସି ଆର୍ଥିକ ଲାଭ ହୋଇଥାଏ ବା ଭବିଷ୍ୟତରେ ହେବାର ସମ୍ଭାବନା ଥାଏ
ଉଦାହରଣ :
ଏହିଠାରେ ଆପଣ ନିଜଖାତାରେ ହିତାଧିକାରୀଙ୍କ ନାମ ଓ ଠିକଣା ଲେଖନ୍ତୁ
ସମକକ୍ଷ : ହିତାଧିକାରୀ
ଅନ୍ୟ ଭାଷାରେ ଅନୁବାଦ :
वह जिसे किसी बात या व्यवस्था से कोई आर्थिक लाभ हो रहा हो या भविष्य में होने को हो।
यहाँ पर आप अपने खाते के हिताधिकारी का नाम पता लिखिए।