ଅର୍ଥ : ଲଜ୍ଜାଶୀଳ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଲଜ୍ଜାଶୀଳତା କାରଣରୁ ସେ କାହାସହିତ ଖୋଲାଖୋଲି କଥାବାର୍ତ୍ତା କରିପାରେ ନାହିଁ
ସମକକ୍ଷ : ଲଜ୍ଜାଭାବ, ଲଜ୍ଜାଶୀଳତା
ଅନ୍ୟ ଭାଷାରେ ଅନୁବାଦ :
लज्जाशील होने की अवस्था या भाव।
लज्जाशीलता के कारण वह किसी से खुलकर बात नहीं कर पाती।A feeling of fear of embarrassment.
shyness