ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲସିକା ତନ୍ତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲସିକା ତନ୍ତ୍ର   ବିଶେଷ୍ୟ

ଅର୍ଥ : ଶାରୀରିକ ଉତ୍ତକ ଓ ଅଙ୍ଗମାନଙ୍କର ମଝି ଜାଗା ଏବଂ ବାହିକାମାନଙ୍କର ସେହି ଅନ୍ତଃସମ୍ବନ୍ଧ ତନ୍ତ୍ର ଯାହାଦ୍ୱାରା ଶରୀରରେ ଲସିକାର ପରିଚାଳନା ହୋଇଥାଏ

ଉଦାହରଣ : ଲସିକା ତନ୍ତ୍ରଦ୍ୱାରା ଶରୀରରେ ଲସିକାର ପରିଚାଳନା ହୋଇଥାଏ


ଅନ୍ୟ ଭାଷାରେ ଅନୁବାଦ :

शारीरिक ऊतकों और अंगों के बीच की जगह और वाहिकाओं का वह अंतः संबंध तंत्र जिसके द्वारा शरीर में लसिका का परिचालन होता है।

लसिकातंत्र द्वारा शरीर में लसिका का परिचालन होता है।
लसिका तंत्र, लसिका-तंत्र, लसिकातंत्र, लसीका तंत्र, लसीका-तंत्र, लसीकातंत्र

The interconnected system of spaces and vessels between body tissues and organs by which lymph circulates throughout the body.

lymphatic system, systema lymphaticum