ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରୋଗ-ବିଜ୍ଞାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରୋଗ-ବିଜ୍ଞାନ   ବିଶେଷ୍ୟ

ଅର୍ଥ : ଚିକିତ୍ସା ବିଜ୍ଞାନର ଯେଉଁ ବିଭାଗରେ ରୋଗର କାରଣ, ପ୍ରକୃତି ତଥା ପ୍ରଭାବ ବିଷୟରେ ଆରମ୍ଭରୁ ଶେଷଯାଏ ଅଧ୍ୟୟନ କରାଯାଏ

ଉଦାହରଣ : ମୋ ଭାଣିଜୀ ବିକୃତି-ବିଜ୍ଞାନ ପଢ଼ୁଛି

ସମକକ୍ଷ : ବିକୃତି ବିଜ୍ଞାନ


ଅନ୍ୟ ଭାଷାରେ ଅନୁବାଦ :

चिकित्सा विज्ञान की वह शाखा जिसमें रोग के कारण, प्रकृति तथा प्रभाव का शुरू से अंत तक अध्ययन किया जाता है।

मेरी भांजी विकृति-विज्ञान पढ़ रही है।
पेथोलॉज़ी, रोग विज्ञान, रोग-विज्ञान, विकृति विज्ञान, विकृति-विज्ञान

The branch of medical science that studies the causes and nature and effects of diseases.

pathology