ଅର୍ଥ : ଖିଅର ହେଲାପରେ ରହିଯାଉଥିବା କେଶର ତୀକ୍ଷ୍ଣ ଅଙ୍କୁର
ଉଦାହରଣ :
ଦାଢି ଖିଅର ହେବାର ଦିନକ ପରେ ରୁଢ ବାହାରିବା ଆରମ୍ଭ ହୋଇଯାଏ
ସମକକ୍ଷ : ଖୁଣ୍ଟା
ଅନ୍ୟ ଭାଷାରେ ଅନୁବାଦ :
मूड़ने के पश्चात बचे बालों के कड़े अंकुर।
दाढ़ी बनाने के एक दिन बाद खूँटी दिखना शुरु हो जाती है।Short stiff hairs growing on a man's face when he has not shaved for a few days.
stubble