ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାୟଗଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରାୟଗଡ଼   ବିଶେଷ୍ୟ

ଅର୍ଥ : ଛତିଶଗଡ଼ର ଏକ ସହର

ଉଦାହରଣ : ରାୟଗଡ଼ର ଆଦିବାସୀ ରାଜାଙ୍କ ଝିଅ ଆମ ସଙ୍ଗେ ପଢ଼ୁଥିଲା

ସମକକ୍ଷ : ରାୟଗଡ଼ ସହର


ଅନ୍ୟ ଭାଷାରେ ଅନୁବାଦ :

भारत के छत्तीसगढ़ प्रांत का एक शहर।

रायगढ़ के आदिवासी राजा की बेटी हमारे साथ पढ़ती थी।
रायगढ़, रायगढ़ शहर

ଅର୍ଥ : ମହାରାଷ୍ଟ୍ରର ଏକ ଜିଲ୍ଲା

ଉଦାହରଣ : ରାୟଗଡ଼ ଜିଲ୍ଳାର ମୁଖ୍ୟ କାର୍ଯ୍ୟାଳୟ ଅଲିବାଗରେ ଅଛି ରାୟଗଡ଼ ଜିଲ୍ଳାରେ ଚଉଦଟି ତାଲୁକ ରହିଛି

ସମକକ୍ଷ : ରାୟଗଡ଼ ଜିଲ୍ଳା


ଅନ୍ୟ ଭାଷାରେ ଅନୁବାଦ :

भारत के महाराष्ट्र प्रांत का एक जिला।

रायगढ़ जिले का मुख्यालय अलिबाग़ में है।
रायगढ़ जिले में चौदह तालुके हैं।
रायगड़, रायगड़ ज़िला, रायगड़ जिला, रायगढ़, रायगढ़ ज़िला, रायगढ़ जिला

A region marked off for administrative or other purposes.

district, dominion, territorial dominion, territory

ଅର୍ଥ : ଛତିଶଗଡ଼ର ଏକ ଜିଲ୍ଲା

ଉଦାହରଣ : ରାୟଗଡ଼ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ରାୟଗଡ଼ରେ ଅବସ୍ଥିତ

ସମକକ୍ଷ : ରାୟଗଡ଼ ଜିଲ୍ଲା


ଅନ୍ୟ ଭାଷାରେ ଅନୁବାଦ :

भारत के छत्तीसगढ़ प्रांत का एक जिला।

रायगढ़ जिले का मुख्यालय रायगढ़ में है।
रायगढ़, रायगढ़ ज़िला, रायगढ़ जिला

A region marked off for administrative or other purposes.

district, dominion, territorial dominion, territory