ଅର୍ଥ : କ୍ରାନ୍ତିବୃତ୍ତ ଭିତରେ ଆସୁଥିବା ତାରକାପୁଞ୍ଜର ପ୍ରତ୍ୟେକଟି ହେଲେ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ଏବଂ ମୀନ
ଉଦାହରଣ :
ମୋର କନ୍ୟା ରାଶି
ସମକକ୍ଷ : ଜନ୍ମରାଶି
ଅନ୍ୟ ଭାଷାରେ ଅନୁବାଦ :
(astrology) one of 12 equal areas into which the zodiac is divided.
house, mansion, planetary house, sign, sign of the zodiac, star signଅର୍ଥ : ଏକ ଗଛ ଯାହାର ଦାନାରୁ ତେଲ ବାହାର କରାଯାଏ
ଉଦାହରଣ :
ପୂଜା, ଯଜ୍ଞଆଦିରେ ରାଶି ତେଲ ବ୍ୟବହାର କରାଯାଏ
ଅନ୍ୟ ଭାଷାରେ ଅନୁବାଦ :
East Indian annual erect herb. Source of sesame seed or benniseed and sesame oil.
benne, benni, benny, sesame, sesamum indicumଅର୍ଥ : କ୍ରାନ୍ତିବୃତ୍ତ ଭିତରେ ଆସୁଥିବା ତାରକାପୁଞ୍ଜ ଯାହା ବାର ଭାଗରେ ବିଭକ୍ତ, ଏହାର ପ୍ରତ୍ୟେକ ଭାଗକୁ ରାଶି କୁହାଯାଏ
ଉଦାହରଣ :
ରାଶିଚକ୍ର ଅନୁସାରେ ଗ୍ରହଗୁଡ଼ିକର ସ୍ଥିତିର ନିର୍ଦ୍ଧାରଣ କରାଯାଏ
ସମକକ୍ଷ : ଜ୍ୟୋତିଷଚକ୍ର, ରାଶିଚକ୍ର, ରାଶିମଣ୍ଡଳ
ଅନ୍ୟ ଭାଷାରେ ଅନୁବାଦ :
क्रान्तिवृत्त में पड़ने वाले तारों का समूह जो बारह भागों में बँटा है, इसमें से प्रत्येक भाग राशि कहलाता है।
राशिचक्र के अनुसार ग्रहों की स्थिति का निर्धारण होता है।(astrology) a circular diagram representing the 12 zodiacal constellations and showing their signs.
zodiacଅର୍ଥ : ଚମଡ଼ାରେ ହେଉଥିବା କଳା କିମ୍ବା ଲାଲ ରଙ୍ଗର ବହୁତ ଛୋଟ ପ୍ରାକୃତିକ ଚିହ୍ନ
ଉଦାହରଣ :
ତା ଗାଲରେ କଳା ତିଳ ଚିହ୍ନ ଅଛି
ଅନ୍ୟ ଭାଷାରେ ଅନୁବାଦ :
A small congenital pigmented spot on the skin.
mole