ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ ଯେଉଁଥିରେ ଏଗାରଟି ବର୍ଣ୍ଣ ଥାଏ
ଉଦାହରଣ :
ରଥୋଦ୍ବତାର ପ୍ରତ୍ୟେକ ପାଦରେ କ୍ରମରେ ରଗଣ,ନଗଣ,ରଗଣ ଏବଂ ଗୋଟିଏ ଲଘୁ ଓ ଗୋଟିଏ ଗୁରୁ ଥାଏ
ଅନ୍ୟ ଭାଷାରେ ଅନୁବାଦ :
एक वर्णवृत्त जिसमें ग्यारह वर्ण होते हैं।
रथोद्धता के प्रत्येक चरण में क्रम से रगण, नगण, रगण एवं एक लघु और एक गुरु होता है।