ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରଥଯାତ୍ରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରଥଯାତ୍ରା   ବିଶେଷ୍ୟ

ଅର୍ଥ : ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ଶ୍ରୀଜଗନ୍ନାଥଙ୍କ ଠାରେ ହେଉଥିବା ଉତ୍ସବ, ଯେଉଁଥିରେ ତାଙ୍କୁ ରଥରେ ବସାଇ ବାହାର କରାଯାଏ

ଉଦାହରଣ : ଏ ବର୍ଷ ରଥଯାତ୍ରା ଦେଖିବାପାଇଁ ଆମେ ପୁରୀ ଯାଇଥିଲୁ


ଅନ୍ୟ ଭାଷାରେ ଅନୁବାଦ :

आषाढ़ शुक्ल द्वितीया को होने वाला जगन्नाथजी का उत्सव जिसमें उन्हें रथ पर बैठाकर निकाला जाता है।

इस साल हम रथयात्रा दर्शन के लिए पुरी गए थे।
रथयात्रा

A day or period of time set aside for feasting and celebration.

festival