ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯୁକ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯୁକ୍ତ   ବିଶେଷ୍ୟ

ଅର୍ଥ : ରୈବତ ମନୁଙ୍କର ଜଣେ ପୁତ୍ର

ଉଦାହରଣ : ପୁରାଣରେ ଯୁକ୍ତଙ୍କ ବର୍ଣ୍ଣନା ମିଳେ


ଅନ୍ୟ ଭାଷାରେ ଅନୁବାଦ :

रैवत मनु का एक पुत्र।

युक्त का वर्णन पुराणों में मिलता है।
युक्त

An imaginary being of myth or fable.

mythical being

ଯୁକ୍ତ   ବିଶେଷଣ

ଅର୍ଥ : କାହାରିସାଥିରେ ବା କାହାଦ୍ୱାରା ମିଶି ବା ସଂଯୁକ୍ତ ହୋଇ

ଉଦାହରଣ : ଭାତ,ଡାଲି,ତରକାରୀର ସମ୍ମିଳିତ ଭୋଜନ ସ୍ୱାସ୍ଥ୍ୟକାରକ ଈଶ୍ୱର ଦୃଶ୍ୟ ଅଦୃଶ୍ୟ ସମସ୍ତ ଜିନିଷରେ ସମ୍ମିଳିତ ଅଛନ୍ତି

ସମକକ୍ଷ : ଏକତ୍ରିତ, ମିଶ୍ରିତ, ସଂଯୁକ୍ତ, ସଂଶ୍ଳିଷ୍ଟ, ସମିଶ୍ରିତ, ସମ୍ମିଳିତ


ଅନ୍ୟ ଭାଷାରେ ଅନୁବାଦ :

किसी से या किसी में मिला हुआ या युक्त।

दाल, चावल, रोटी, सब्जी, सलाद आदि सम्मिलित भोजन स्वास्थ्यप्रद होता है।
ईश्वर दृश्य अदृश्य सबमें सम्मिलित है।
अन्वित, अभिव्याप्त, इकसूत, मिलित, मिश्रित, युक्त, संश्लिष्ट, संसृष्ट, सम्मिलित

Made or joined or united into one.

combined