ଅର୍ଥ : ଦଳିବା କାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ :
ରାଜା ଶଙ୍କରାଚାର୍ଯ୍ୟଙ୍କୁ ହାତୀଦ୍ୱାରା ଦଳାଇଥିଲେ
ସମକକ୍ଷ : ଚକଟାଇବା, ଦଳାଇବା, ମର୍ଦ୍ଦନକରାଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଖେତଆଦିରେ ପାଣି ଢଳାଇବା
ଉଦାହରଣ :
ଖେତରେ କାଲି ନିଶ୍ଚିତ ପାଣି ମଡ଼ାଇବାକୁ ହେବ
ସମକକ୍ଷ : ସିଞ୍ଚନକରାଇବା, ସେଚନକରାଇବା
ଅନ୍ୟ ଭାଷାରେ ଅନୁବାଦ :