ଅର୍ଥ : ମଡ଼ମଡ଼ ଶବ୍ଦ ସହିତ ଭାଙ୍ଗିବା
ଉଦାହରଣ :
ଗଛ ମୂଳରୁ ଚାଲିଯାଅ, ଡାଳ ମଡ଼ମଡ଼ ହେଉଛି ଅତ୍ୟଧିକ ଓଜନ ସହି ନ ପାରିବା କାରଣରୁ ଖଟ କଡକଡ ହେଲା
ସମକକ୍ଷ :
କଡ଼କଡ଼ ହେବା
ଅନ୍ୟ ଭାଷାରେ ଅନୁବାଦ :
चरचर शब्द सहित टूटना।
पेड़ के नीचे से हट जाओ, डाली चरचरा रही है।
अत्यधिक भार सहन न करने के कारण खाट चरचरा गई।
चरचराना,
चर्राना