ଅର୍ଥ : କାନ୍ତି ମଳିନ ପଡ଼ିଯିବା
ଉଦାହରଣ :
ଖରାପ ଖବର ଶୁଣି ତା ଚେହେରା ମଉଳିଗଲା
ସମକକ୍ଷ : ଝାଉଁଳି ଯିବା, ମଉଳିଯିବା
ଅନ୍ୟ ଭାଷାରେ ଅନୁବାଦ :
कांति का मलिन पड़ना।
बुरी ख़बर सुन कर उसका चेहरा मुरझा गया।ଅର୍ଥ : ଉଦାସ ବା ମ୍ଳାନ ହେବା
ଉଦାହରଣ :
ମାଆକୁ ଦେଖିବାପାଇଁ ଛୋଟ ପିଲାଟି ଛଟପଟରେ ମ୍ଳାନ ପଡ଼ିଗଲା
ସମକକ୍ଷ : ଅବଶ ହେବା, ବିଷଣ୍ଣ ହେବା, ମଳିନ ପଡ଼ିଯିବା, ମ୍ଳାନ ହେବା
ଅନ୍ୟ ଭାଷାରେ ଅନୁବାଦ :
उदास या म्लान होना।
माँ से मिलने की तड़प में छोटा बच्चा उदस गया है।