ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ବାସ୍ତବରେ ନଥିଲେ ବି ମୁହଁରେ କହି ବା ମାନି ତିଆରି କରାଯାଇଛି
ଉଦାହରଣ : ସେ ମୋର ମୁହଁକୁହା ଭାଇ
ସମକକ୍ଷ : ମୁହଁକୁହା, ମୁହଁବୋଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
जो वास्तव में न होने पर भी मुँह से कहकर या मानकर बनाया गया हो।
ଅର୍ଥ : ମୁଖ,ବାଣୀ, ବା ଉଚ୍ଚାରଣ ସହ ସମ୍ବନ୍ଧ ରଖୁଥିବା
ଉଦାହରଣ : କାହାର ଯୋଗ୍ୟତା ଜାଣିବାପାଇଁ ମୌଖିକ ତଥା ଲିଖିତ ପରୀକ୍ଷା କରାଯାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी English
मुख, वाणी या उच्चारण से संबंध रखने वाला।
Using speech rather than writing.
ସଂସ୍ଥାପନ କରନ୍ତୁ