ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମେକ୍ସିକାନ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମେକ୍ସିକାନ୍   ବିଶେଷ୍ୟ

ଅର୍ଥ : ମେକ୍ସିକୋର ନିବାସୀ

ଉଦାହରଣ : ଅନେକ ମେକ୍ସିକୋ ବାସୀ ସୀମାପାର କରି ଆମେରିକାରେ ପ୍ରବେଶ କରିଥାନ୍ତି

ସମକକ୍ଷ : ମେକ୍ସିକୋ ବାସୀ


ଅନ୍ୟ ଭାଷାରେ ଅନୁବାଦ :

मैक्सिको का निवासी।

मेक्सिकन प्रायः सीमा पार कर अमरीका में घुस आते हैं।
मेक्सिकन, मेक्सिको वासी, मेक्सिको-वासी, मेक्सिकोवासी, मैक्सिकन, मैक्सिको वासी, मैक्सिको-वासी, मैक्सिकोवासी

A native or inhabitant of Mexico.

mexican

ମେକ୍ସିକାନ୍   ବିଶେଷଣ

ଅର୍ଥ : ମେକ୍ସିକୋ ସହ ସମ୍ବନ୍ଧିତ ବା ମେକ୍ସିକୋର

ଉଦାହରଣ : ମେକ୍ସିକୋ ଗହମ ଭଳି ଆମ ଦେଶୀ ଗହମର ମଧ୍ୟ ଅଧିକ ଉତ୍ପାଦନ କ୍ଷମତା ଅଛି

ସମକକ୍ଷ : ମେକ୍ସିକୋ


ଅନ୍ୟ ଭାଷାରେ ଅନୁବାଦ :

मेक्सिको से संबंधित या मेक्सिको का।

मेक्सिकन गेहूँ की तरह अपना देसी गेहूँ भी उत्पादन क्षमता रखती है।
मेक्सिकन, मैक्सिकन

Of or relating to Mexico or its inhabitants.

Mexican food is hot.
mexican