ଅର୍ଥ : କାହାର ମୃତ୍ୟୁ ପରେ ହେଉଥିବା ଘଟଣା
ଉଦାହରଣ :
ଦୁର୍ଘଟଣାରେ ମରିଥିବା ଲୋକମାନଙ୍କର ମରଣୋତ୍ତର ଶବ ପରୀକ୍ଷଣ କରାଗଲା ସୈନିକଙ୍କ ମରଣୋତ୍ତର ସନ୍ତାନର ପାଳନପୋଷଣ ତାର ବିଧବା କରୁଅଛି
ସମକକ୍ଷ : ମରଣୋତ୍ତର, ମରଣୋପରାନ୍ତ
ଅନ୍ୟ ଭାଷାରେ ଅନୁବାଦ :
किसी के मरने के बाद होने वाला।
दुर्घटना में मरे लोगों का मरणोत्तर शव परीक्षण किया गया।Occurring or coming into existence after a person's death.
A posthumous award.