ଅର୍ଥ : ଘରେ କାହାରି ମୃତ୍ୟୁ ପରେ ପରିବାରର ସଦସ୍ୟମାନଙ୍କୁ ଲାଗୁଥିବା ଅଶୁଦ୍ଧି
ଉଦାହରଣ :
ଆମର ଏଠାରେ ମୃତକାଶୌଚ ଦଶଦିନ ହୁଏ
ସମକକ୍ଷ :
ମୃତିକିଆ, ମୃତିକିଆ ଅଶୌଚ
ଅନ୍ୟ ଭାଷାରେ ଅନୁବାଦ :
घर में किसी के मरने पर परिवार वालों को लगने वाली अशुद्धि।
हमारे यहाँ सूतक दस दिनों का होता है।
अशौच,
असौच,
सूतक,
सूतकाशौच