ଅର୍ଥ : ମୋଟା ଧାରାରେ ହେଉଥିବା ବର୍ଷା
ଉଦାହରଣ :
ଦୁଇ ଘଣ୍ଟାର ମୂଷଳ ଧାରା ବର୍ଷାରେ ସାରା ସହର ବୁଡି ଗଲା
ସମକକ୍ଷ : ମୂଷଳ ଧାରା ବୃଷ୍ଟି
ଅନ୍ୟ ଭାଷାରେ ଅନୁବାଦ :
बहुत तेजी से मोटी धार में होने वाली वर्षा।
दो घंटे की मूसलाधार वर्षा से पूरा शहर डूब गया।