ଅର୍ଥ : ମୂଳରୁ ଓପାଡ଼ିବା ବା ସମୂଳେ ନଷ୍ଟକରିବା ପ୍ରକ୍ରିୟା ବା ଭାବ
ଉଦାହରଣ :
ମାଳୀ ବଗିଚାରେ ଅଦରକାରୀ ଗଛଗୁଡ଼ିକର ମୂଳୋତ୍ପାଟନ କରୁଛି
ସମକକ୍ଷ : ଉନ୍ମୂଳନ, ସମୂଳବିନାଶନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ଜିନିଷ ଏପରି ଭାବେ ନଷ୍ଟ ହେବା ଦରକାର ଯାହାଦ୍ୱାରା ତାହାର ଆଉ ବୃଦ୍ଧି ସମ୍ଭବ ନୁହେଁ
ଉଦାହରଣ :
ସମାଜରୁ ଭ୍ରଷ୍ଟାଚାରର ମୂଳପୋଛ ହେବା ଆବଶ୍ୟକ
ଅନ୍ୟ ଭାଷାରେ ଅନୁବାଦ :
इस प्रकार नष्ट करने की क्रिया कि फिर उठ या पनप न सके।
समाज में फैले भ्रष्टाचार का उन्मूलन आवश्यक है।