ଅର୍ଥ : ଘରଆଦି ତିଆରି କରିବା ସମୟରେ ତାହାର ମୂଳଭାଗ ଯାହା କାନ୍ଥର ଦୃଢତା ନିମନ୍ତେ ଜମି ଖୋଳି ଏବଂ ସେଥିରେ କାନ୍ଥର ଯୋଡ଼ାଇ ଆରମ୍ଭକରି ତିଆରି କରାଯାଏ
ଉଦାହରଣ :
ନିଅଁ ମଜବୁତ୍ ରହିଲେ ବହୁତଳ ବିଶିଷ୍ଟ କୋଠା ତିଆରି କରାଯାଇପାରେ
ସମକକ୍ଷ : ଆଧାର, ଆଲମ୍ବନ, ନିଅଁ, ମୂଳ
ଅନ୍ୟ ଭାଷାରେ ଅନୁବାଦ :
Lowest support of a structure.
It was built on a base of solid rock.