ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମାରିବାପାଇଁ ବନ୍ଦ ମୁଠା
ଉଦାହରଣ : ମୋହନ ସୋହନକୁ ମୁଥ ମାରିଲା
ସମକକ୍ଷ : ମୁଥ, ମୁଷ୍ଟି
ଅନ୍ୟ ଭାଷାରେ ଅନୁବାଦ :हिन्दी English
मारने के निमित्त बाँधी हुई मुट्ठी।
A hand with the fingers clenched in the palm (as for hitting).
ଅର୍ଥ : ଘୋଡ଼ା ଉଚ୍ଚତାର ଏକ ମାପ ଯାହା ଦୁଇ ମୁଠା ଏବଂ ବିସ୍ତାରିତ ବୁଢ଼ା ଆଙ୍ଗୁଠି ସହିତ ସମାନ ହୋଇଥାଏ
ଉଦାହରଣ : ଏହି ଘୋଡ଼ା ସାତ ମୁଠିର
ଅନ୍ୟ ଭାଷାରେ ଅନୁବାଦ :हिन्दी
घोड़ों की ऊँचाई की एक नाप जो दोनों मुट्ठियों और फैले हुए अँगूठों के बराबर होती है।
ଅର୍ଥ : ବାରିକ ନିଜର ଖୁର, କଇଁଚିଆଦି ଉପକରଣ ରଖୁଥିବା ପାତ୍ର
ଉଦାହରଣ : ବାରିକ ମୁଠିରୁ କଇଁଚି ବାହାରକଲା ଏବଂ ବାଳ କାଟିବାକୁ ଲାଗିଲା
ସମକକ୍ଷ : କ୍ଷୁରମୁଠି
वह पात्र जिसमें नाई उस्तरा,कैंची आदि औजार रखते हैं।
ଅର୍ଥ : ଆଙ୍ଗୁଠିଗୁଡ଼ିକୁ ଏକାଠି କରି ମୋଡ଼ି ପାପୁଲି ଉପରେ ଚାପି ରଖିବା ଫଳରେ ହେଉଥିବା ମୁଦ୍ରା ବା ରୂପ
ଉଦାହରଣ : ପିଲାଟି ଟଙ୍କାକୁ ନିଜ ମୁଠାରେ ବନ୍ଦ କରି ଦେଲା
ସମକକ୍ଷ : ମୁଠା, ମୁଷ୍ଟି
हाथ की उँगलियों को मोड़कर हथेली पर दबाने से बनने वाली मुद्रा या रूप।
ଅର୍ଥ : ଯେତିକି ବସ୍ତୁ ମୁଠାଭିତରେ ରହିପାରିବ
ଉଦାହରଣ : ସେ ତିନି ଚାରି ମୁଠା ଚାଉଳ ବାହାରକରି ଭିକାରୀକୁ ଦେଲେ
ସମକକ୍ଷ : ମୁଠା
उतनी वस्तु जितनी मुट्ठी में आये।
The quantity that can be held in the hand.
ସଂସ୍ଥାପନ କରନ୍ତୁ